ଭୁବନେଶ୍ୱର: ବିଜେଡି ପ୍ରାର୍ଥୀଙ୍କୁ ବିଜେପି ହାଇଯାକ କରି ନେଲା କହିଲେ ପିସିସି ସଭାପତି ଭକ୍ତ ଦାସ । ଧମକ ଓ ଟଙ୍କା ଲୋଭ ଦେଖାଇ ନିଆଯାଇଛି କହିଲେ । ବାରମ୍ବାର କହି ଆସୁଛି ବିଜେପି- ବିଜେଡି ଏକ । କଂଗ୍ରେସକୁ ଡରି ବିଜେପି ବିଜେଡି ପ୍ରାର୍ଥୀଙ୍କୁ ଦଳରେ ନେବାକୁ ଯାଉଛି ।