ଭୁବନେଶ୍ୱର : ବିଜେପି ବିଜେଡିକୁ କାଉଣ୍ଟକ କରିଛି । ପ୍ରମିଳା ମଲ୍ଲିକଙ୍କୁ ବିଜେପି ବିଧାୟକ ସନ୍ତୋଶ ଖଟୁଆ କାଉଣ୍ଟର କରିଛି । କହିଛନ୍ତି ସ୍ୱଛ୍ଛତା ପାଇଁ ଆଇନ ଆଣିବାକୁ ବିରୋଧ କରିବା ନିନ୍ଦନୀୟ ଅଟେ । କେଉଁ ସାଧବ ପୁଅ ‘ବଣିକ’ ହୋଇ ଚାକିରି ବାଣ୍ଟୁଥିଲେ କହିଛି ବିଜେପି । ନିଯୁକ୍ତି ପତ୍ର ବାଣ୍ଟି ଟଙ୍କା ଆଣି ପାର୍ଟିକୁ ଦେଉଥିଲେ । ପ୍ରଶ୍ନକାଳ ବନ୍ଦ ରହିବା । ଶୂନ୍ୟକାଳରେ ବିଭ୍ରାଟ ସୃଷ୍ଟି କରିବା କେତେ ଠିକ କହିଛି ବିଜେପି ।