ଭୁବନେଶ୍ୱର: ନୂଆପଡା ଉପନିର୍ବାଚନରେ ବିଜେପିର ବିଜୟ ହେବ କହିଲେ ଜୟନାରାୟଣ । ଆହୁରି କହିଛନ୍ତି, ରାଜନୀତି ମୋଡ ନେଉଛି ବିଜେଡି ବିଲୁପ୍ତ ହେବ । ବିଜେଡିକୁ ବଞ୍ଚେଇ ରଖିବା ପାଇଁ ଚାହୁଁଛନ୍ତି, କେନ୍ଦ୍ରୀୟ ନେତୃତ୍ୱ । ଆମେ ମଧ୍ୟ ଚାହୁଁନାହୁଁ ବିଜେଡି ବିଲୁପ୍ତ ହୋଇଯାଉ । ନୂଆପଡାରେ ବିଜେପି ଏକପାଖିଆ ଜିତିବ । ବିଜେଡି ପାଖେ ପ୍ରାର୍ଥୀ ନଥିଲା, ଜିଲ୍ଲା ଡେଇଁ ଅତାବିରାରୁ ପ୍ରାର୍ଥୀ କଲେ । ବିଜେଡି ଲଢିବା ଭଳି ଲାଗୁନି, କେବଳ ଫିଲ ଅନ ଦ ବ୍ଲାଙ୍କସ । କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି, ପ୍ରାର୍ଥୀଙ୍କୁ ବହିଷ୍କାର କରିଛନ୍ତି ।










