30.1 C
Bhubaneswar
Friday, February 13, 2026
Homeଦେଶ ବିଦେଶ୩ ରାଜ୍ୟସଭା ସିଟ ଦଖଲ କରିବ ବିଜେପି

୩ ରାଜ୍ୟସଭା ସିଟ ଦଖଲ କରିବ ବିଜେପି

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନରେ ସିଟ ଦଖଲ କରିବ ବିଜେପି । ଏନେଇ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଆହୁରି କହିଛନ୍ତି, ୩ ସିଟ ଦଖଲ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ପ୍ରାର୍ଥୀ କିଏ ହେବ ନିଷ୍ପତ୍ତି ସଂସଦୀୟ ବୋର୍ଡ ହେବ । ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ନିର୍ବାଚନ କମିଶନ । ଓଡିଶାର ଖାଲି ପଡୁଥିବା ଚାରି ଆସନ ପାଇଁ ନିର୍ବାଚନ ହେବ । ସୂଚନା ଥାଉକି, ଆସନ୍ତା ଏପ୍ରିଲରେ ୧୦ଟି ରାଜ୍ୟର ୩୭ଟି ଆସନ ଖାଲି ହେଉଛି । ଏଥିରେ ଓଡିଶାର ୪ଟି ଆସନ ଖାଲି ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking