36.1 C
Bhubaneswar
Tuesday, March 3, 2026
Homeଓଡିଶାଦିଲ୍ଲୀପଙ୍କୁ ସମର୍ଥନ ଦେବ ବିଜେପି

ଦିଲ୍ଲୀପଙ୍କୁ ସମର୍ଥନ ଦେବ ବିଜେପି

ଭୁବନେଶ୍ୱର: ଓଡ଼ିଶାର ୪ ଆସନ ପାଇଁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୀତି ବି ସରଗରମ ହେଉଛି । ସଂଖ୍ୟା ଦୃଷ୍ଟିରୁ ବିଜେପି ଗୋଟିଏ ଆସନରେ ବିଜୟୀ ହେବ ଓ ବିଜେପି ୨ ଟି ଆସନରେ ବିଜୟୀ ହେବ । ବାକି ଗୋଟିଏ ଆସନକୁ ନେଇ ରାଜନୀତି ରୋଚକ ହେଉଛି । ବିଜେଡି ସୁପ୍ରିମୋ ତଥା ବିଧାନସଭାର ବିରୋଧୀଦଳ ନେତା ନବୀନ ପଟ୍ଟନାୟକ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ଘୋଷଣା କରିବା ସହ ଦତ୍ତେଶ୍ୱରଙ୍କୁ କଂଗ୍ରେସ ଓ ବାମଦଳର ବିଧାୟକମାନେ ସମର୍ଥନ କରନ୍ତୁ ବୋଲି ଅନୁରୋଧ କରିଥିଲେ । ସେପଟେ ତୃତୀୟ ପ୍ରାର୍ଥୀ ଜିତାଇବାକୁ ବିଜେପି ବି ରଣନୀତି ପ୍ରସ୍ତୁତ କରିଛି । ଦିଲ୍ଲୀପ ରାୟଙ୍କୁ ସ୍ୱାଧୀନ ପ୍ରାର୍ଥୀ କରି ବିଜେପି ସମର୍ଥନ ଦେବ ବୋଲି ଘୋଷଣା କରିଛି । ଏହାସହ ଦିଲ୍ଲୀପ ରାୟ ୫ ତାରିଖରେ ନାମାଙ୍କନ ଭରିବେ ବୋଲି ସ୍ପଷ୍ଟ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking