23.1 C
Bhubaneswar
Sunday, February 8, 2026
Homeଓଡିଶାବିଜେପି ହ୍ୱିସିଲ ଫୁଙ୍କିଲେ ବିଜେଡି ଭାଙ୍ଗିବ: ଜୟନାରାୟଣ 

ବିଜେପି ହ୍ୱିସିଲ ଫୁଙ୍କିଲେ ବିଜେଡି ଭାଙ୍ଗିବ: ଜୟନାରାୟଣ 

ଭୁବନେଶ୍ୱର: ପାଣ୍ଡିଆନଙ୍କୁ ନେଇ ଜୟନାରାୟଣ ମିଶ୍ର  ବିସ୍ଫୋରକ ବୟାନ ଦେଇଛନ୍ତି । କହିଛନ୍ତି, ଆଜି ସମସ୍ତେ ସେହି ଜଣଙ୍କ  ବିଷୟରେ କହୁଛନ୍ତି । ଓଡିଶାର ଖଣି , ପାଣି ଯିଏ ଲୁଟିଛି ତାକୁ ଛଡାଯିବନି । ଏତେ ସବୁ ହେବା ପରେ  ନବୀନବାବୁଙ୍କ ବୁଦ୍ଧି ଉଦୟ ହେଉଛି । ବିଜେପି ହ୍ୱିସିଲ ଫୁଙ୍କିଲେ ବିଜେଡି ଭାଙ୍ଗିବ । ବିଜେଡି ଲୋପ ପାଇବା ବିଜେପିର ଇଚ୍ଛାଧିନ ବିଷୟ । ତାସର ପତ୍ତା ଭଳି ବିଜେଡି ଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking