29.1 C
Bhubaneswar
Monday, March 30, 2026
Homeଓଡିଶାଭାଜପାକୁ ମିଳିବ ନୂଆ ସଭାପତି: ବିଜୟ ପାଲ ସିଂ ତୋମାର

ଭାଜପାକୁ ମିଳିବ ନୂଆ ସଭାପତି: ବିଜୟ ପାଲ ସିଂ ତୋମାର

ଭୁବନେଶ୍ୱର: ରାଜ୍ୟ ଭାଜପା ପାଇବ ନୂଆ ସଭାପତି। ସେଥିପାଇଁ ଜାନୁଆରୀରେ ହେବ ନିର୍ବାଚନ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେ କହିଛନ୍ତି, ଜାନୁଆରୀ ମାସରେ ରାଜ୍ୟ ଭାଜପାର ନୂଆ ସଭାପତି ନିର୍ବାଚନ ହେବ। ଆମର ଗଣତାନ୍ତ୍ରିକ ଦଳ, ଗଣତାନ୍ତ୍ରିକ ଉପାୟରେ ସଭାପତି ନିର୍ବାଚନ ହେବ। ସାଂଗଠନିକ ର୍ନିବାଚନ ଆରମ୍ଭ ହୋଇଛି, ମଣ୍ଡଳ ର୍ନିବାଚନ ଚାଲିଛି। ଜାନୁଆରୀରେ ସଭାପତି ନିର୍ବାଚନ ହେବ ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking