18.1 C
Bhubaneswar
Sunday, February 8, 2026
Homeଓଡିଶାମାର୍ଚ୍ଚ ୩୧ ପୂର୍ବରୁ ବିଜେପି ରାଜ୍ୟ ସଭାପତି : ତୋମାର

ମାର୍ଚ୍ଚ ୩୧ ପୂର୍ବରୁ ବିଜେପି ରାଜ୍ୟ ସଭାପତି : ତୋମାର

ଭୁବନେଶ୍ୱର: ମାର୍ଚ୍ଚ ୩୧ ପୂର୍ବରୁ ବିଜେପି ରାଜ୍ୟ ସଭାପତି । ବିଜେପି ରାଜ୍ୟ ସଭାପତି ବିଳମ୍ବ ପ୍ରସଙ୍ଗରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ସୂଚନା ଦେଇଛନ୍ତି । ଏପଯ୍ୟନ୍ତ ଦିଲ୍ଲୀରୁ କୌଣସି ନିର୍ଦ୍ଦେଶ ଆସିନାହିଁ । ଏନେଇ ବହୁତ ଶୀଘ୍ର ନିଣ୍ଣୟ କରିବ କେନ୍ଦ୍ର । ରାଜ୍ୟ ନିର୍ୱାଚନ ପ୍ରଭାରୀଙ୍କ ସହିତ ଆଲୋଚନା କରିବେ ରାଜ୍ୟ ପ୍ରଭାରୀ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking