17.1 C
Bhubaneswar
Saturday, December 20, 2025
Homeଓଡିଶାବିଜେପି ରାଜ୍ୟ ସଭାପତି ନିର୍ବାଚନ: ୮ରେ ଭୋଟ

ବିଜେପି ରାଜ୍ୟ ସଭାପତି ନିର୍ବାଚନ: ୮ରେ ଭୋଟ

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୬ରେ ପ୍ରକାଶ ପାଇବ ବିଜ୍ଞପ୍ତି । ୭ରେ ନାମାଙ୍କନ । ୮ରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ ଭୋଟ । ଏନେଇ ସୂଚନା ଦେଲେ ସହ ନିର୍ବାଚନ ଅଧିକାରୀ ଯତିନ ମହାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking