30.1 C
Bhubaneswar
Saturday, April 19, 2025
Homeଓଡିଶାରାଜଭବନ ଆଗରେ  ବିଜେପିର ପ୍ରତିବାଦ

ରାଜଭବନ ଆଗରେ  ବିଜେପିର ପ୍ରତିବାଦ

ଭୁବନେଶ୍ୱର : ସଂସଦରେ ଠେଲାପେଲା  ଘଟଣାରେ ବିଜେପି ପ୍ରତିବାଦ କରିଛି । ରାଜଭବନ ଆଗରେ  ରାଜ୍ୟ ବିଜେପି  ନେତାଙ୍କ ପ୍ରତିବାଦ କରିଛନ୍ତି । ରାହୁଲଙ୍କ ବିରୋଧରେ କାଯ୍ୟନୁଷ୍ଠାନ  ଦାବି କଲା ବିଜେପି । ଗତକାଲ ସଂସଦରେ ଠେଲାପେଲାକୁ ନେଇ ବାଲେଶ୍ୱରରେ ବିଜେପିର ପ୍ରତିବାଦ ଦେଖାଦେଇଛି । ସଂସଦରେ ପ୍ରତାପ ଷଡଙ୍ଗୀଙ୍କୁ  ଠେଲାପେଲା ପାଇଁ  ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାହୁଲ ଗାନ୍ଧିଙ୍କ ଉପରେ ଆଇନଗତ କାଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking