26.1 C
Bhubaneswar
Friday, March 6, 2026
Homeଦେଶ ବିଦେଶବିଜେପି ସଂସଦୀୟ ଦଳର ହ୍ୱିପ ଜାରି

ବିଜେପି ସଂସଦୀୟ ଦଳର ହ୍ୱିପ ଜାରି

ନୂଆଦିଲ୍ଲୀ: ଆସନ୍ତା ୯ ଓ ୧୦ ତାରିଖ ପାଇଁ ବିଜେପି ସଂସଦୀୟ ଦଳର ହ୍ୱିପ ଜାରି କରାଯାଇଛି । ସମସ୍ତ ଲୋକସଭା ସାଂସଦ ଉପସ୍ଥିତ ରହିବାକୁ ହ୍ୱିପ ଜାରି କରିଛନ୍ତି । ଉପସ୍ଥିତ ରହି ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିବାକୁ ନିର୍ଦେଶ ଦେଇଛନ୍ତି । କୁହାଯାଉଛି ଯେ ବିରୋଧୀଙ୍କ ଲୋକସଭା ବାଚସ୍ପତିଙ୍କୁ ହଟାଇବା ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking