ଭୁବନେଶ୍ୱର : ଛାତ୍ର ବିକ୍ଷୋଭ ଠାରୁ ଅରମ୍ଭ କରି ବିଭିନ୍ନ ଯେଉଁମାନେ ଆସିଥାନ୍ତି, ଯେଉଁମାନେ ଧାରଣା ଦିଅନ୍ତି, ବିକ୍ଷୋପ କରନ୍ତି ଓ ଆନ୍ଦୋଳନ କରନ୍ତି ତାକୁ କଣ୍ଟ୍ରୋଲ କରିବାରେ ବିଗତ ଦିନରେ ଗୃହ ଗିଭାଗ ସଫଳତାର ସହିତ କାର୍ଯ୍ୟ କରିଛି । କିନ୍ତୁ ତା ଭିତରେ ଆମେ ନିଶ୍ଚିତ ଭାବରେ ନୂତନ ଭାବରେ ଯେଉଁ ସରକାର ଆସିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶୀଯୁକ୍ତ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମକୁ ଗୋଟେ କଥା ଦେଖିବାକୁ ପଡିବ ସରକାରଙ୍କ ଆଭିମୁଖ୍ୟ କଣ ? କାରଣ ଗୃହ ବିଭାଗର ଯେଉଁ ଆଡମିଗ୍ଧେସନ ତାହା ସଂପୂର୍ଣ୍ଣ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବିଭାଗ ତାହା ସଂପୂର୍ଣ୍ଣ ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କଣ୍ଟ୍ରୋଲରେ । ତେବେ ଏଥିରୁ ହିଁ ରାଜ୍ୟ ସରକାରଙ୍କର ଆଭିମୁଖ୍ୟ ଜଣାପଡିବ । ସବୁବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ କହି ଆସିଛନ୍ତି ଏହା ହେଉଛି ଲୋକଙ୍କ ସରକାର ଏବଂ ନିର୍ବାଚନ ପୂର୍ବରୁ ସବୁବେଳେ ଓଡିଆ ଅସ୍ମିତା କଥା କହି ଆସିଛନ୍ତି । ଯେ, ଯେଉଁ ଏଏସଓ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ପ୍ରଧାନଙ୍କ ଯେକି ମହାମହିମ ରାଜ୍ୟପାଳଙ୍କର ଅଫିସରେ କାର୍ଯ୍ୟରତ ଥିଲେ ବହୁତ ଜଣ ସରକାରଦଳର ନେତୃତ୍ୱ ବା ମନ୍ତ୍ରୀମୋହଦୟ ସେ କଥା କୁ ଖାମଖିଆଲି ଭାବରେ ଏଡାଇଦେଇଛନ୍ତି । ତେବେ ମୋର କହିବା କଥା ହେଉଛି ଯେଉଦିନ ରଥଯାତ୍ରା ଥିଲା ଯାହାକି ଜୁଲାଇ ୭ ତାରିଖ ସେହି ଦିନ ପୁରୀରେ କେବଳ ମହାମହିମ ରାଜ୍ୟପାଳ ଉପସ୍ଥିତ ନଥିଲେ ଦେଶର ମହାମହିମ ରଷ୍ଟ୍ରପତି ମଧ୍ୟ ସେଦିନ ପୁରୀରେ ଉପସ୍ଥିତ ଥିଲେ ଏବଂ ତାଙ୍କର ଉପସ୍ଥିତିରେ ଯଦି ଏପରି ଏକ ବଡ ଘଟଣା ଘଟିଗଲା ଆଜି ପର୍ଯ୍ୟନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ସେ ଦାୟିତ୍ୱ ମୁଖ୍ୟରେ ଅଛନ୍ତି କଣ ସେଥିରେ ପ୍ରତିକାର କରିଛନ୍ତି ବା ତାଙ୍କୁ ନ୍ୟାୟ ଦେବା ପାଇଁ ସେ କମ ବ୍ୟବସ୍ଥା କରିଛନ୍ତି ।
ସବୁ ବେଳେ ଭାରତୀୟ ଜନତା ପାଟୀର ନେତୃତ୍ୱ ମାନେ କହିଛନ୍ତି ଆମ ଦେଶରେ ଯିଏ ଅଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହୋଦୟ ସେ ସବୁବେଳେ ଦେଶର ଯେଉଁମାନେ ସୁରକ୍ଷାରେ ଯେଉଁମାନେ ଅଛନ୍ତି ସୁରକ୍ଷାବାହିନୀ ଏକ୍ସ ଅଫିସ କ୍ୟାଡରେ ଯେଉଁମାନେ ଅଛନ୍ତି ତାଙ୍କୁ ସବୁବେଳେ ପ୍ରଧାନମନ୍ତ୍ରୀ ସର୍ବୋଚ୍ଚ ପ୍ରାଧାନ୍ୟ ଦେଇଆସିଛନ୍ତି । ତାଙ୍କ ପ୍ରତି ଯେଉଁ ସମ୍ମାନ , ତାଙ୍କ ଗାରିମା ପ୍ରତି କେବେବି ଦେଶ ଅଣଦେଖା କରିନାହିଁ । ତେବେ ମାନ୍ୟବର ଆଇନମନ୍ତ୍ରୀ ତାଙ୍କ ବିବୃତ୍ତିରେ ରଖିଥିଲେ ଯେ, ୧୫ ଦିନ ଭାତରେ ତାଙ୍କୁ ସମ୍ମାନୀୟ ଜିଲ୍ଲାପାଳ ତାଙ୍କ ସମ୍ପର୍ଣ୍ଣ ବୀବରଣୀ ରଖିବେ । ତାଙ୍କୁ କିପରି ନ୍ୟାୟ ପ୍ରଦାନ କରିବେ । ମାତ୍ର ୨ ମାସର ନୂଆ ସରକାର ବିଭିନ୍ନ ଜାଗାରେ ଯେପରି ଆଠଗଡର ମେଡିକାଲଠାରେ ଡକ୍ତରଙ୍କ ଉପରେ ଆକ୍ରମମ କରି ବିଭିନ୍ନ ଜାଗାରେ ଗୋଟିଏ ରାଜନୈତିକ ଦଳର ଲୋକମାନେ ତାଙ୍କୁ ଧମକ ଚମକ ଦେଉଛନ୍ତି ଯାହାକି ସୋସିାଲ ମିଡିଆରେ ଆସିଥିଲା ଏବଂ କାହାର ଚାପରେ ସେ ଡକ୍ଟର ମୋହଦୟ ସୋସିଆଲ ମିଡାଆରୁ ତାଙ୍କ ପୋଷ୍ଟଟିକୁ ହଟାଇନେଲେ ତାହା କାହାକୁ ଅଛପା ନଥିବ । ଯେ ସେମାନେ କେବଳ ଫୋନ ମାଧ୍ୟମରେ ଧମକ ଚମକ ଦେୁଛନ୍ତି ତାହା ନୁହେଁ , ସରକାରୀ ଅଧିକାରୀ ତହସିଲଦାର, ଭିଡିଓଙ୍କ ଠାରୁ ଆରମ୍ଭ କରି ବିଭାନ୍ନ ଯାଗାରେ ସେମାନେ ଏକଥା ମଧ୍ୟ ଲୋକମାନଙ୍କ ଆଗରେ କହିବାକୁ ପଛଉ ନାହାନ୍ତି ଯେ ଆମର ବର୍ତ୍ତମାନ ସରକାର ଅଛି ଆମେ ଯାହା ଚାହିଁବୁ କରୁବୁ । ନିଶ୍ଚିତ ଭାବରେ ସରପକାରୀ ଦଳର ଦାୟିତ୍ୱ ରହୁଛି ସରକାରଙ୍କର ଦାୟିତ୍ୱ ରହୁଛି ଯେ ନିରପେକ୍ଷ ଭାବରେ କିପରି ଜନତାସାଧାରଣଙ୍କୁ ନ୍ୟାୟ ଦେବା ସହିତ ସମସ୍ତ ସରକାରୀ ଅଧିକାରୀଙ୍କୁ ତାଙ୍କର ନ୍ୟାୟ ଦେବାକୁ ଅନୁରୋଧ କରୁଛି ।