32.1 C
Bhubaneswar
Sunday, March 22, 2026
Homeଓଡିଶାସମ୍ବିତଙ୍କ ଟାର୍ଟେଟରେ ବିିଜେପି

ସମ୍ବିତଙ୍କ ଟାର୍ଟେଟରେ ବିିଜେପି

ଭୁବନେଶ୍ୱର : ବିଜେପିକୁ ସମ୍ବିତ ରାଉତରାୟଙ୍କ କଡା ସମାଲୋଚନା । ବିଜେପି ଭିତରେ ଅନେକ ଗୋଷ୍ଠୀ କନ୍ଦଳ ରହିଛି । ୩ ମାସ ଅପେକ୍ଷା କରନ୍ତୁ ସମସ୍ତେ ଦେଖିବେ । ରାଜ୍ୟରେ ଅନେକ କିଛି ଘଟଣା ଘଟିବ । ରାଜ୍ୟରେ ସରକାରୀ କାର୍ଯ୍ୟ ଠିକ୍‌ଠାକ୍ ଚାଲନିି । ମନ୍ତ୍ରୀମାନେ କେବଳ କଥା କହୁଛନ୍ତିି । ବିଜେଡି ସରକାରରେ କଥା କମ୍ କାମ ବେଶୀ ହେଉଥିଲା । ରାଜ୍ୟ ସରକାର ଲୋକଙ୍କ ପାଇଁ କାମ କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking