15.1 C
Bhubaneswar
Monday, December 8, 2025
Homeଦେଶ ବିଦେଶବିହାର ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକା

ବିହାର ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକା

ପାଟଣା: ବିହାର ପାଇଁ ବିଜେପି ପ୍ରାର୍ଥୀ ତାଲିକା । ବିହାର ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି । ୭୧ ଜଣିଆ ପ୍ରାର୍ଥୀ ଘୋଷଣା କଲା ବିଜେପି । ପ୍ରଥମ ପର୍ଯ୍ୟାୟ ତାଲିକାରେ ୭୧ ଜଣଙ୍କ ନାଁ ଘୋଷଣା ହୋଇଛି । ୯ ଜଣ ମହିଳା ରହିଛନ୍ତି । ତାରାପୁରରୁ ଲଢିବେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ । ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଲଖିସରାଇରୁ ଲଢିବେ । ବାଙ୍ଗିପୁରରୁ ମନ୍ତ୍ରୀ ନୀତିନ ନବୀନ ଓ ବେତିଆରୁ ରେଣୁ ଦେବୀ ପ୍ରାର୍ଥୀ ହେବେ । ଦାନାପୁରରୁ ରାମକ୍ରିପାଲ ଯାଦବ ପ୍ରାର୍ଥୀ ହେବେ । ସେହିପରି ମଙ୍ଗଳ ପାଣ୍ଡେଙ୍କୁ ସିୱାନରୁ ଟିକେଟ ମିଳିଛି । ସଞ୍ଜୟ ସରାଓଗୀଙ୍କୁ ଦରଭଙ୍ଗାରୁ ପ୍ରାର୍ଥୀ କରାଯାଇଛି । ନୀରଜ କୁମାର ବବଲୁଙ୍କୁ ଛତାପୁରରୁ ଟିକେଟ ଦିଆଯାଇଛି।  ଆଉ ଜଣେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦଙ୍କୁ କଟିହାରରୁ ଟିକେଟ ଦିଆଯାଇଛି।ଦଳ ଏହାର ସମସ୍ତ ପ୍ରମୁଖ ନେତାଙ୍କୁ ଟିକେଟ ଦେଇଛି।ମୋଟ ୧୦୧ ଆସନରେ ନିର୍ବାଚନ ଲଢିବ ବିଜେପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking