24.1 C
Bhubaneswar
Wednesday, February 4, 2026
Homeଓଡିଶାଭୋଟ ଦେଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ଭୋଟ ଦେଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ନୂଆପଡା: ଭୋଟ ଦେଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ପରିବାର ସହିତ ଆସି ମଙ୍ଗରାପାଲି ୬୬ ନମ୍ବର ବୁଥକୁ ଆସି ଭୋଟ ଦେଇଛନ୍ତି ଜୟ । ପତ୍ନୀ ଏବଂ ମାଆଙ୍କ ସହ ଆସି ସେ ଭୋଟ ଦେଇଛନ୍ତି । ସମସ୍ତେ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ଏବଂ ନୂଆପଡା ବାସୀଙ୍କୁ ମଧ୍ୟ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ଜୟ ଢୋଲକିଆ । ୧୧ ତାରିଖ ଅପରାହ୍‌ଣ ୫ଟା ଯାଏଁ ମତଦାନ ପ୍ରକ୍ରିୟା ଜାରି ରହିବ। ସମ୍ବେଦନଶୀଳ ବୁଥ୍‌ରେ ଅପରାହ୍ଣ ୪ଟା ଯାଏଁ ଭୋଟଗ୍ରହଣ ହେବ। ସମ୍ବେଦନଶୀଳ ବୁଥ୍‌ରେ ସଶସ୍ତ୍ର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।ନୂଆପଡ଼ା ଉପନିର୍ବାଚନ ରଣାଙ୍ଗନରେ ବିଜେପିରୁ ଜୟ ଢୋଲକିଆ, ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସର ଘାସିରାମ ମାଝୀଙ୍କ ସହ ମୋଟ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking