26.1 C
Bhubaneswar
Monday, April 14, 2025
Homeଓଡିଶାବିଜେପି-ବିଜେଡି ଡିଲ ହୋଇଛି: ଭକ୍ତ ଦାସ

ବିଜେପି-ବିଜେଡି ଡିଲ ହୋଇଛି: ଭକ୍ତ ଦାସ

ଭୁବନେଶ୍ୱର: ବିଜେପି- ବିଜେଡି ଡିଲ ହୋଇଥିବା କହିଲେ ଭକ୍ତ ଦାସ । ଦିଲ୍ଲୀରେ ନବୀନଙ୍କୁ ନେଇ ଡିଲ କରିଛନ୍ତି ମାନସପୁତ୍ର । ବିଜେପି ନିକଟରେ ନବୀନଙ୍କୁ ବିକିଛନ୍ତି ମାନସପୁତ୍ର । ଉଭୟେ ବିଜେପିକୁ ଚାଲିଯିବେ , ବଳି ପଡିବେ ଅନ୍ୟ ବିଜେଡି ନେତା । ମାନସପୁତ୍ରଙ୍କୁ ବଞ୍ଚାଇବାକୁ ଯାଇ ଡିଲ ହୋଇଥିବା କହିଲେ ଭକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking