21.1 C
Bhubaneswar
Saturday, February 7, 2026
Homeଓଡିଶାବିଧାନସଭାରେ ବିଜେପି ଓ ବିଜେଡି ଗୋଟେ: ତାରା

ବିଧାନସଭାରେ ବିଜେପି ଓ ବିଜେଡି ଗୋଟେ: ତାରା

ଭୁବନେଶ୍ୱର: ବିଧାନସଭାରେ ବିଜେଡି  ଓ ବିଜେପି ଗୋଟେ । ସାର ପାଇଁ କଂଗ୍ରେସର ମୁଲତବି ଆଲୋଚନା ଗ୍ରହଣ  ହୋଇଥିଲା । ହେଲେ ପ୍ରଶ୍ନକାଳରେ ବିଜେଡି ହେହାଲ୍ଲା କଲା । ଗୃହ ମୁଲତବି ହେଲା ।  ବିଜେପି- ବିଜେଡି କଥା ହୋଇ ଗୃହକୁ ମୁଲତବି କଲେ  କହିଛନ୍ତି ତାରା । ଆଜି  ବିଧାନସଭା ଶୂନ୍ୟକାଳରେ କଂଗ୍ରେସ ମୁଲତବୀ ପ୍ରସ୍ତାବ ରଖିଥିଲା କଂଗ୍ରେସ ।  ସାରା ରାଜ୍ୟରେ ସାର ସଙ୍କଟ ଥିବା କଂଗ୍ରେସ  ଅଭିଯୋଗ କରିଛି । କହିଛି,  ରାଜ୍ୟର ଚାଷୀ ହନ୍ତସନ୍ତ ହେଉଛନ୍ତି ହେଲେ ରାଜ୍ୟ ସରକାର ଚୁପ ଅଛନ୍ତି ।  ସାର କଳାବଜାରୀରେ ଦଲାଲ ମାଲେମାଲ ହେଉଥିବା ଅଭିଯୋଗ  କରିଥିଲା କଂଗ୍ରେସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking