ନୂଆଦିଲ୍ଲୀ: ୨୦୨୬ ନିର୍ୱାଚନ ପାଇଁ ଏକାଠି ଲଢିବେ ବିଜେପି – ଏଆଇଏଡିଏମକେ । ମେଣ୍ଟ ନେଇ ଚେନ୍ନାଇରେ ଅମିତ ଶାହା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରଙ୍କ ନେତୃତ୍ୱରେ ୨୦୨୬ ବିଧାନସଭା ନିର୍ୱାଚନ ଲଢିବ ମେଣ୍ଟ । ଏକାଠି ଲଢିବା ନେଇ ବିଜେପି ଆଗରେ କୌଣସି ସର୍ତ୍ତ ରଖିନି ଏଆଇଏଡିଏମକେ । ଏଆଇଏଡିଏମକେ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବନି ବିଜେପି ।