ଭୁବନେଶ୍ୱର : ବିଭିନ୍ନ ବିଭାଗ ଉପରେ ନିଘା ରଖିବା ପାଇଁ ଦାୟିତ୍ୱ ବାଣ୍ଟିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜ ଦଳର ବିଧାୟକମାନଙ୍କୁ ଦାୟିତ୍ୱ ବାଣ୍ଟିଲେ ବିରୋଧୀ ଦଳ ନେତା ନବୀନ । ମୋହନ ସରକାରକୁ ଘେରିବାକୁ ବିଜେଡିର ରଣନୀତି । ବିଜେଡିର ୫୦ ବିଧାୟକଙ୍କୁ ଦିଆଗଲା ଦାୟିତ୍ୱ । ବିଭିନ୍ନ ବିଭାଗ ଉପରେ ନଜର ରଖିବେ ବିଧାୟକ । ବିଧାନସଭାରେ ଶାସକ ଦଳକୁ ଘେରିବେ ନେତା ।
୧. ରଣେନ୍ଦ୍ର ପ୍ରଦାପ ସ୍ୱାଇଁ(ଆଠଗଡ)-ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା
୨. ପ୍ରମିଳା ମଲ୍ଲିକ(ବିଂଝାରପୁର)-ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ
୩. ବଦ୍ରି ନାରାୟଣ ପାତ୍ର (ଘସିପୁରା)-ମହିଳା ଏବଂ ଶିଶୁ ବିକାଶ
୪. ନିରଞ୍ଜନ ପୂଜାରୀ(ସୋନପୁର)-ଗୃହ ଏବଂ ଖାଦ୍ୟ ଯୋଗାଣ ବିଭାଗ
୫. ଅଶ୍ୱିନୀ କୁମାର ପାତ୍ର(ଜଳେଶ୍ୱର)-ହସ୍ତତନ୍ତ,ବସ୍ତ୍ର ଏବଂ ହସ୍ତଶିଳ୍ପ ବିଭାଗ
୬. ପ୍ରତାପ କେଶରୀ ଦେବ-ସାଧାରମ ପ୍ରଶାସନ ଏବଂ ଜଣସାଧାରମ ଅଭିଯୋଗ ବିଭାଗ
୭. ଅରୁନ କୁମାର ସାହୁ (ନୟାଗଡ)-ଜଳ ସମ୍ପଦ
୮. ସାରଦା ପ୍ରସାଦ ନାୟକ(ରାଉଲକେଲା)-ଇଣ୍ଡଷ୍ଟ୍ରିଜ
୯. ପ୍ରସନ୍ନ ଆଚାର୍ଯ୍ୟ(ରେଢାଖୋଲ)-ଅର୍ଥ ଏବଂ ସାର୍ବଜନୀନ ଉଦ୍ୟୋଗ ବିଭାଗ
୧୦. ବ୍ରଜ କିଶୋର ପ୍ରଧାନ(ତାଲଚେର)-ସ୍ୱାସ୍ଥ୍ୟ ବେଂ ପରିବାର କଲ୍ୟାଣ ବିଭାଗ
୧୧. ରାଜେନ୍ଦ୍ର ଢୋଲକିଆ(ନୂଆପଡା)-ବିଦ୍ୟାଳୟ ଏବଂ ଜନ ଶିକ୍ଷା ବିଭାଗ
୧୨. ମନୋହର ରନ୍ଧାରୀ(ଡାବୁଗାଁ)-ଅନୁସୂଚିତ ଜନଜାତି ବ୍ୟପାର ବିଭାଗ
୧୩. ଯୋଗେଶ କୁମାର ସିଂହ(ସୁନ୍ଦରଗଡ)-ଅନୁସୂଚିତ ଜନଜାତି ବ୍ୟାପାର
୧୪. ବ୍ୟମକୋସ ରାୟ(ଚାନ୍ଦବାଲି)-ୱାର୍କ୍ସ
୧୫. ଦିବ୍ୟଶଙ୍କର ମିଶ୍ର(ଜୁନାଗଡ)-ଶକ୍ତି ବିଭାଗ
୧୬. ଗଣେଶ୍ୱର ବେହେରା(କାନ୍ଦ୍ରାପଡା)-ଇସ୍ପାତ ଓ ଖଣି ବିଭାଗ
୧୭. ବର୍ଷା ସିଂ ବରିହା(ପଦ୍ମପୁର)-ମିଶନ ଶକ୍ତି
୧୮. ସନାତନ ମହାକୁଡ(ଚମ୍ପୁଆ)-କୃଷି ଏବଂ କୃଷକ ସଶକ୍ତକରମ
୧୯. ସଞ୍ଜିବ କୁମାର ମଲ୍ଲିକ(ଭଣ୍ଡାରୀପୋଖରୀ)-ଏମଏସଏମଇ
୨୦. କଳିକେଶ ନାରାୟଣ ସିଂହଦେଓ (ବଲାଙ୍ଗିର)-ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
୨୧. ଅଧିରାଜ ମୋହନ ପାଣିଗ୍ରାହୀ-ଲ
୨୨. ପ୍ରଦୀପ କୁମାର ଦିଶାହାରୀ(ଲାଞ୍ଝିଗଡ)-ଅନୁସୂଚିତ ଜାତି ବ୍ୟପାର
୨୩. ଚକ୍ରମଣି କଅଁର(ବାଲିଗୁଡା)- ଅନୁସୂଚିତ ଜନଜାତି ବ୍ୟାପାର
୨୪. ଦେବୀ ରଞ୍ଜନ ତ୍ରୀପାଠୀ(ବାଙ୍ଗୀ)-ଗ୍ରାମୀଣ ବିକାଶ
୨୫. ସୌଭିକ ବିଶ୍ୱାଳ(ଚୌଦ୍ୱାର-କଟକ)-ଏସଏସଇପିଡା
୨୬. ପ୍ରଶାନ୍ତ ବେହେରା(ସାଲେପୁର)-ଏକ୍ସାଇସ
୨୭. ଦ୍ରୁବ ଚରଣ ସାହୁ(ରାଜନଗର)-ପର୍ଯ୍ୟଟନ
୨୮. ତୁଶାରକାନ୍ତି ବେହେରା (କାକଟପୁର)-ଜଙ୍ଗଲ ,ପରିବେଶ ଏବଂ ଜଳବାୟୁ ବିଭାଗ
୨୯. ଅନନ୍ତ ନାରାୟମ ଜେନା (ଭୁବନେଶ୍ୱର ମଧ୍ୟ)-ଓଡିଆ ଭାଷା, ସାହିତ୍ୟ ସଂସ୍କୃତି
୩୦. ସୁଶାନ୍ତ କୁମାର ରାଉତ(ଭୁବନେଶ୍ୱର ଉତ୍ତର)-କ୍ରୀଡା ଏବଂ ଯୁବ ସେବା
୩୧. ବିଭୂତି ଭୂଷଣ ବଳବନ୍ତରାୟ(ଜଟଣୀ)-ବାଣୀଜ୍ୟ ଏବଂ ପରିବହନ
୩୨. ରମେଶ ଚନ୍ଦ୍ର ବେହେରା (ଦଶପଲ୍ଲା)-ଉଚ୍ଚଶିକ୍ଷା
୩୩. ରୋହିତ ଯୋଶେଫ ତିର୍କୀ-ସଂଖ୍ୟାଲଘୁ ବ୍ୟାପାର
୩୪. ସୁଦର୍ଶନ ହରିପାଳ(ରେଙ୍ଗାଲି)-ହ୍ୟାଣ୍ଡଲୁମ
୩୫. ରୋମାଞ୍ଚ ରଞ୍ଜନ ବିଶ୍ୱଳ(ଦେବଗଡ)-ଯୋଜନା ଏବଂ ସମିଶ୍ରଣ
୩୬. ଅଭିମନ୍ୟୁ ସେଠୀ(ଆନ୍ଦପୁର)-ୱାର୍କ୍ସ
୩୭. ଗୌତମ ବୁଦ୍ଧ ଦାସ(ଭୋଗରାଇ)-ସୂଚନା ଓ ଲୋକ ସଂପର୍କ
୩୮. ସୁବାସିନୀ ଜେନା (ବସ୍ତା)-ମତ୍ସ୍ୟ ଓ ପ୍ରଣୀ ସମ୍ପଦ ବିକାଶ
୩୯. ମାଧବ ଧଡା(ସୋର)-ବିଜ୍ଞାନ ଓ ବୈଷୟିକ
୪୦. ବିଶ୍ୱ ରଞ୍ଜନ ମଲ୍ଲିକ (ବରୀ)-ଶ୍ରମ ଓ ଇଏସ୍ଆଇ
୪୧. ସୁଜାତା ସାହୁ (ଯାଜପୁର)-ମିଶନ ଶକ୍ତି
୪୨. ନଳିନାକାନ୍ତ ପ୍ରଧାନ (ଆଠମଲ୍ଲୀକ)-ଗୃହ ଓ ନଗର ଉନ୍ନୟନ
୪୩. ମନୋରମା ମହାନ୍ତି(ନର୍ଲା)-ମହିଳା ଓ ଶିଶୁ ବିକାଶ
୪୪. ଅରବିନ୍ଦ ମହାପାତ୍ର(ପାଟକୁରା)- ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି
୪୫. ରମାକାନ୍ତ ଭୋଇ(ତିର୍ତ୍ତୋଲ)-ଖାଦ୍ୟ ଓ ଖାଉଟି କଲ୍ୟାଣ
୪୬. ସାରଦା ପ୍ରସନ୍ନ ଜେନା(ବାଲିକୁଦ-ଏରସମା)-ସମନ୍ୱୟ
୪୭. ସୁନିଲ କୁମାର ମହାନ୍ତି(ପୁରୀ)-ପର୍ଯ୍ୟଟନ
୪୮. ନବ କିଶୋକ ମଲ୍ଲିକ(ଜୟଦେବ)-ଗ୍ରାମୀଣ ବିକାଶ
୪୯. ପ୍ରଦୀପ କୁମାର ସାହୁ(ବେଗୁନିଆ)-ଗୃହ ଓ ନଗର ଉନ୍ନୟନ
୫୦. ଋୂପେଶ କୁମାର ପାଣିଗ୍ରାହୀ (ପାରଳାଖେମୁଣ୍ଡି)-ବିଦ୍ୟାଳୟ ଓ ଗମଶିକ୍ଷା ବିଭାଗ










