ଭୁବନେଶ୍ୱର: ବିଜେଡି ବରିଷ୍ଠ ନେତା ଶଶିଭୂଷଣ ବେହେରାଙ୍କ ପ୍ରତିକ୍ରିୟା । ବିଜେଡି ଶକ୍ତିର କ୍ଷୟ ଘଟିଛି କହିଲେ ଶଶିଭୂଷଣ । ପରିଚାଳନାଗତ ତ୍ରୁଟି ଯୋଗୁଁ ହିଁ ନିର୍ବାଚନ ହାରିଲୁ । ଆମେ ହାରିଲେ ବି ଅଧିକ ପ୍ରତିଶତ ଭୋଟ ପାଇଛୁ । କାହିଁକି ହାରିଲୁ ସମୀକ୍ଷା ହେବା ଦରକାର । ଦଳ ଯୁବବର୍ଗଙ୍କୁ ସୁଯୋଗ ଦେଉ ଏବଂ ଅଭିଜ୍ଞଙ୍କ ପରାମର୍ଶ ନେଉ ।