ଭୁବନେଶ୍ୱର: ଡିଲିମିଟେସନକୁ ନେଇ ବିଜେପିକୁ ବିଜେଡିର ତେରଛା ବାଣ । କଟାକ୍ଷ କଲେ ବରିଷ୍ଠ ବଜେଡି ନେତା ଅମର ପଟ୍ଟନାୟକ । କହିଲେ ଓଡିଶାର କ୍ଷତି ହେବାକୁ ଯାଉଛି । ଜନସଂଖ୍ୟା ଆଧାରରେ ଡିଲିମିଟେସନ ହେଲେ ଅର୍ଥ କମିଶନରେ ଅର୍ଥ କମ୍ ମିଳିବ । ବିଜେପି ସରକାର ଚୁପ୍ ହୋଇ ବସିଛନ୍ତି । ପାର୍ଟି ଠୁ ବଡ ମାଟି, କିନ୍ତୁ ବିଜେପି ଏହା ଭାବୁନାହିଁ । ଯଦି ଏହାକୁ ରାଜନୈତିକ ରଙ୍ଗ ଦେବ କେମିତି ହେବ । ନବୀନ ସବୁବେଳେ ମୀଟି କଥା ଭାବୁଛନ୍ତି । ସେଥିପାଇଁ ତାମିଲନାଡୁ ବୈଠକକୁ ବିଜେଡିକୁ ପଠାଇଥିଲେ ।