16.1 C
Bhubaneswar
Monday, February 9, 2026
Homeଓଡିଶାଚାଷୀ ନୁହେଁ , ନିଜ ପାଇଁ  ବିଜେଡିର ସମାବେଶ: ବିଜେପି

ଚାଷୀ ନୁହେଁ , ନିଜ ପାଇଁ  ବିଜେଡିର ସମାବେଶ: ବିଜେପି

ଭୁବନେଶ୍ୱର: ୧୮ରେ ବିଜେଡିର ପ୍ରସ୍ତାବିତ ଚାଷୀ  ସମାବେଶକୁ  ବିଜେପି ସମାଲୋଚନା କରିଛି । ବରଗଡରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି  ମହେଶ୍ୱର ସାହୁ ପ୍ରେସମିଟ କରିଛନ୍ତି ।  ବିଜେଡିର ପ୍ରସ୍ତାବିତ ଚାଷୀ ସମାବେଶ ଡାକରା ସଇତାନର ମନ୍ତ୍ର ପାଠ କରିଥିଲେ ।  ଚାଷୀଙ୍କ ଆକାଉଣ୍ଟକୁ ବିଜେଡି  ଶହେ ଟଙ୍କା ଦେଇପାରିଲାନି ।  ବିଜେଡି ଚାଷୀଙ୍କ ପାଇଁ ନୁହେଁ, ନିଜ ପାଇଁ ସମାବେଶ କରୁଛି । ବିଜେପି ସରକାର ଚାଷୀଙ୍କ ସହଅଛି ସମର୍ପିତ ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking