22.1 C
Bhubaneswar
Monday, December 15, 2025
Homeଓଡିଶାବିଜେପିର ମିଛ ପ୍ରଚାର ଲୋକଙ୍କୁ ସଚେତନ କରିବା ପାଇଁ ବିଜେଡିର ଜନଜାଗରଣ

ବିଜେପିର ମିଛ ପ୍ରଚାର ଲୋକଙ୍କୁ ସଚେତନ କରିବା ପାଇଁ ବିଜେଡିର ଜନଜାଗରଣ

ଭୁବନେଶ୍ୱର: ବିଜେପିର ମିଛ ପ୍ରଚାର ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ବିଜେଡି ଜନଜାଗରଣ କରିଛି । ବିଜେପି ସରକାର ବିଜେଡିର ସବୁ ଭଲ ଯୋଜନାକୁ ବନ୍ଦ କରିଦେଲେ । ନୂଆ ଓ ସ୍କଲାରସିପ୍ , ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ବି ବନ୍ଦ କରିଦେଲେ । ରାଜ୍ୟର ଅର୍ଥନୀତି ଏବେ ପୁରା ଦୁର୍ବଳ । ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଛି । ଡାଇରିଆରେ ଲୋକେ ହିନସ୍ତା ହେଉଛନ୍ତି । ଆୟୁଷ୍ମାନ କାର୍ଡ ଧରି ଲୋକେ ହସ୍ପିଟାଲରୁ ନିରାଶା ହୋଇ ଫେରୁଛନ୍ତି । ବିଜେପିର ମିଛକୁ କାଉଣ୍ଟର କରିବା ପାଇଁ ଆମକୁ ସୋସିଆଲ୍ ମିଡିଆ ନେଟଓ୍ବାର୍କକୁ ଆହୁରି ସୁଦୃଢ କରିବାକୁ ପଡିବ । ଲୋକେ ସତ ଜାଣିବା ଦରକାର । ଯୁବ ସମାଜ ସତ୍ୟର ସାରଥୀ ହୋଇ ମିଛ ପ୍ରଚାରର କାଉଣ୍ଟର କରିବ କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking