25.1 C
Bhubaneswar
Friday, March 6, 2026
Homeଓଡିଶାଚାଷୀଙ୍କ ପାଇଁ ବିଜେଡିର କୁମ୍ଭୀର କାନ୍ଦଣା: ସୁକାନ୍ତ ପାଣିଗ୍ରାହୀ

ଚାଷୀଙ୍କ ପାଇଁ ବିଜେଡିର କୁମ୍ଭୀର କାନ୍ଦଣା: ସୁକାନ୍ତ ପାଣିଗ୍ରାହୀ

ଭୁବନେଶ୍ୱର: ବିଜେଡିକୁ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ଟାର୍ଗେଟ କରିଛନ୍ତି । କହିଛନ୍ତି, ଚାଷୀଙ୍କ ପାଇଁ  ବିଜେଡି କୁମ୍ଭୀର କାନ୍ଦଣା କରୁଛି । ମନ୍ତ୍ରୀ କହିଛନ୍ତି, ସାରର ଅଭାବ ନାହିଁ । ପର୍ଯ୍ୟାପ୍ତ ଅଛି । କଳାବଜାରୀ ଉପରେ ମଧ୍ୟ ନଜର ରଖାଯାଇଛି । କେବଳ ଇସ୍ୟୁ କରିବାକୁ ଏପରି ଆନ୍ଦୋଳନ କରୁଛି ବିଜେଡି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking