ଭୁବନେଶ୍ୱର : ଓଡିଆ ପକ୍ଷକୁ ନେଇ ବିଜେଡିର କଟାକ୍ଷ । ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଟାର୍ଗେଟ କରିଛନ୍ତି । ରଥଯାତ୍ରା ଅଘଟଣ , ଭରତପୁର ଘଟଣାକୁ ନେଇ ଟାର୍ଗେଟ କରିଛନ୍ତି । ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗରେ ଉଠାଇ ଟାର୍ଗେଟ କରିଛନ୍ତି । ଲେନିନ କହିଛନ୍ତି ରାଜ୍ୟ ସରକାର ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ।