27.1 C
Bhubaneswar
Monday, December 8, 2025
Homeଓଡିଶାରାଜଭବନ ସମ୍ମୁଖରେ ବିଜେଡି କର୍ମୀ- ପୋଲିସ ଧସ୍ତାଧସ୍ତି

ରାଜଭବନ ସମ୍ମୁଖରେ ବିଜେଡି କର୍ମୀ- ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର: ରାଜଭବନ ସମ୍ମୁଖରେ  ବିଜେଡି କର୍ମୀ- ପୋଲିସ ଧସ୍ତାଧସ୍ତି ପରିସ୍ଥିତି ଦେଖାଦେଇଛି  ା ସାର ସମସ୍ୟା ନେଇ ବିଜେଡିର ବିକ୍ଷୋଭ ବେଳେ  ସାମ୍ନାସାମ୍ନି ହୋଇଛନ୍ତି । ରାଜ୍ୟପାଳଙ୍କୁ ଫେରାଦ ପାଇଁ ଗଲା ଗୋଟିଏ ପ୍ରତିନିଧି ଦଳ । ବ୍ୟାରିକେଡ ଭାଙ୍ଗିବାକୁ ବିଜେଡି ନେତା ଉଦ୍ୟମ କରୁଛନ୍ତି । ସୂଚନାଥାଉକି, ସାର ସଙ୍କଟକୁ ନେଇ  ଆଜି ବିଜେଡି ରାଜଭବନ ସମ୍ମୁଖରେ  ରାଜ୍ୟରେ ସାର ସମସ୍ୟାକୁ ନେଇ ଆଜି   ପ୍ରତିବାଦ କରିଛି । ପ୍ରତିବାଦ ପରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେବ  ସମସ୍ୟାର ସମାଧାନ ନହେଲେ ଆଗକୁ ଜିଲ୍ଲାପାଳ ଅଫିସ ଏବଂ ବ୍ଲକ ଅଫିସ ସାମ୍ନାରେ ଧାରଣା ଦେବ ଦଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking