27.1 C
Bhubaneswar
Friday, December 12, 2025
Homeଓଡିଶାସରକାରଙ୍କୁ ଘେରିବ ବିଜେଡି: ପ୍ରମିଳା

ସରକାରଙ୍କୁ ଘେରିବ ବିଜେଡି: ପ୍ରମିଳା

ଭୁବନେଶ୍ୱର: ବିଧାନସଭା  ଅଧିବେଶନରେ ସରକାରଙ୍କୁ ଘେରିବ ବିଜେଡି । ନାରୀ ନିର୍ଯାତନା , ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇବ ଦଳ । ଚାଷୀ ହନ୍ତସନ୍ତ ପ୍ରସଙ୍ଗରେ ସ୍ୱର ଉଠାଇବ ବିଜେଡି । ଏନେଇ  ବିରୋଧୀ ଦଳ  ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି ।  ଅନ୍ୟପଟେ, ମୌସୁମୀ ଅଧିବେଶନ ପାଇଁ କଂଗ୍ରେସ ପ୍ରସ୍ତୁତ କହିଛନ୍ତି, ତାରାପ୍ରସାଦ ବାହିନୀ ପତି । ସରକାର ଭୟଭୀତ ହୋଇ ବିଧାନସଭା ଡାକୁନଥିଲେ ।  ଏବେ ଟିକେ  ଷ୍ଟେବଲ ହୋଇଛି , ତେଣୁ ଅଧିବେଶନ ଡାକିଲେ । ବାଧ୍ୟବାଧ୍ୟକତାରେ ୭ ଦିନ ଡାକିଛନ୍ତି, ଆମେ ପ୍ରସ୍ତୁତ । ଭୋଟ ଚୋରି, ନାରୀ ନିଯାତନା, ଅନାସ୍ଥା ପ୍ରସଙ୍ଗ ଉଠାଇବୁ ।  ଆସନ୍ତା ୧୮ରୁ ୨୫ ଯାଏଁ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking