28.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଉପରାଷ୍ଟ୍ରପତି ନିର୍ବାଚନ: ଭୋଟିଂରେ ଭାଗ ନେବନି ବିଜେଡି

ଉପରାଷ୍ଟ୍ରପତି ନିର୍ବାଚନ: ଭୋଟିଂରେ ଭାଗ ନେବନି ବିଜେଡି

 ନୂଆଦିଲ୍ଲୀ:  ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରେ ଭାଗ ନେବନି ବିଜେଡି । ଭୋଟିଂରୁ ବିରତ ରହିବ ବିଜେଡି । ଏନେଇ ଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଦଳୀୟ ସାଂସଦଙ୍କ ସୂତ୍ରରୁ ସୂଚନା ମିଳିଛି । ରାଜ୍ୟସଭାରେ ୭ ଜଣ ସାଂସଦ ରହିଛନ୍ତି । ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ଏନଡିଏ । ଅନ୍ୟପଟେ ମୈଦାନରେ ଇଣ୍ଡି ମେଣ୍ଟ ବି. ସୁଦର୍ଶନ ରେଡ୍ଡୀ ଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। କାହାକୁ ବି ସମର୍ଥନ କରିବ ନାହିଁ ବିଜେଡି । ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking