ଭୁବନେଶ୍ୱର: ବଦ୍ରୀଙ୍କ ବୟାନ ପରେ ସରୋଜି ପାଢ଼ୀଙ୍କ ପ୍ରତିକ୍ରିୟା । ବଦ୍ରି ପାତ୍ର ହେଉଛନ୍ତି ସିନିଅର ଲିଡର ଓ ଅଭିଜ୍ଞ । ଓଡିଶା ରାଜନୀତିର ପାଣିପାଗରେ ବହୁତ ଦିନ ଧରି ଅଛନ୍ତି । ଅତୀତ , ବର୍ତମାନ , ଭବିଷ୍ୟତ କଥା ମଧ୍ୟ ଜାଣିଛନ୍ତି । ଡେରିରେ ହେଲେ ବି ସତ କହିଛନ୍ତି ବଦ୍ରି ବାବୁ । ମୁନ୍ନା, ଅତନୁ , ଦେବାଶିଷ ଧର୍ଯ୍ୟହରା ହୋଇପଡୁଛନ୍ତି । ଶାସନରେ ଥିଲେ ଯାହା ଚାଁହୁଥିଲେ , କରୁଥିଲେ । ଏବେ ହରିଛନ୍ତି ହେଲେ ସେ ଅଭ୍ୟାସ ଯାଉନି । ଏବେ ବି ଭାବୁଛନ୍ତି ଶାସନରେ ଅଛୁ ଯାହା ଚାହିଁବୁ ତାହା କରିବୁ । ଅବାସ୍ତବ କଥା କହୁଛନ୍ତି , ଏଭାକି କଥାର କିଛି ମୂଲ୍ୟ ନାହିଁ । ବହୁତ କାମ ଦିନ ଭିତରେ ବିଜେଡି ଶେଷ ହୋଇଯିବ ।