Homeଓଡିଶାବିଜେଡି କରିବ ପ୍ରଶିକ୍ଷଣ ଶିବିର ଓଡିଶାରାଜନୀତି ବିଜେଡି କରିବ ପ୍ରଶିକ୍ଷଣ ଶିବିର By Ona Khabara 17/08/2024 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର : ଶାସକ ଦଳକୁ ବିଜେଡିର ଜବାବ । ଶଙ୍ଖ ଭବନରେ ବିଜେଡି କରିବ ପ୍ରଶିକ୍ଷଣ ଶିବିର । ବିରୋଧୀଦଳ ଉପମୁଖ୍ୟ ସଚେତକଙ୍କ ସୂଚନା । ୨୫ ତାରିଖରେ ବିଜେଡି ଦିନିକିଆ ପ୍ରଶିକ୍ଷଣ ଶିବିର କରିବ । ନୀତି ନିୟମ ପରେ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ । ସକାଳ ୧୦ଟାରେ ଆରମ୍ଭ ହେବ ପ୍ରଶିକ୍ଷଣ ଶିବିର । Share FacebookTwitterPinterestWhatsAppLinkedinReddItTelegram Previous articleମହିଳାଙ୍କ ତଣ୍ଟି କାଟି ହତ୍ୟାNext articleଗିରଫ ହେଲେ ଅତିରିକ୍ତ ଯୋଗାଣ ଅଧିକାରୀ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ରାଜାରାଣୀ ସଙ୍ଗୀତ ଉତ୍ସବ ଉଦ୍ଯାପିତ: ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତର ଯାଦୁକରୀ ମୁର୍ଚ୍ଛନାରେ ଦର୍ଶକ... ଦେଶ ବିଦେଶ ଟ୍ରକ୍ – କାର୍ ମୁହାଁମୁହିଁ: ୪ ମୃତ ଓଡିଶା ବିଦ୍ୟାଳୟ ଶିକ୍ଷାରେ ମାନସିକ ସ୍ୱାସ୍ଥ୍ୟ ଓ ଭାରତୀୟ ଜ୍ଞାନ ପରମ୍ପରାର ପ୍ରସାର ଉପରେ ପରାମର୍ଶ... ଓଡିଶା ଶୀଘ୍ର ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଅଦା