19.1 C
Bhubaneswar
Monday, December 8, 2025
Homeଓଡିଶାବିଜେଡି ସାବତ ଝିଅ ପରି ବ୍ୟବହାର କଲା: ସୁନୀତା

ବିଜେଡି ସାବତ ଝିଅ ପରି ବ୍ୟବହାର କଲା: ସୁନୀତା

ଭୁବନେଶ୍ୱର: ବିଜେଡି ପୋଲ ଖୋଲିଲେ ହେମାନନ୍ଦଙ୍କ ଝିଅ  ସୁନୀତା ବିଶ୍ୱାଳ  ।  ନବୀନ ବାବୁ ମୋତେ ଡାକିକି  ବିଜେଡିରେ ମିଶାଇଥିଲେ ।  ପରବର୍ତ୍ତୀ ଅବସ୍ଥାରେ ଦଳ ମୋତେ  ସାବତ ଝିଅ ପରି ବ୍ୟବହାର କଲା । କେବଳ ଲୋକ ଯୋଗାଡ କରିବାକୁ ବ୍ୟବହାର କରାଗଲା ।  ପୋଷ୍ଟର ମାରିଲେ ବି  ମୋତେ ଅନୁମତି ନେବାକୁ କୁହାଗଲା । ଗୁରୁତ୍ୱ ଦେଲେନି । ଅଲୋଡା ଅନୁଭଭ କରି ବିଜେଡି ଛାଡିଲି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking