21.1 C
Bhubaneswar
Monday, December 8, 2025
Homeଓଡିଶାବିଜେପିକୁ ବିଜେଡିର ଟାର୍ଗେଟ

ବିଜେପିକୁ ବିଜେଡିର ଟାର୍ଗେଟ

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେଡିର ପ୍ରତିକ୍ରିୟା । ନିର୍ବାଚନ ଯେଉଁ ମନ୍ତ୍ରୀଙ୍କ ଦାୟିତ୍ୱ ନୁହେଁ, ସେ ଚିପ୍ପଣୀ ଦେଉଛନ୍ତି । କଲେଜ ନିର୍ବାଚନ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଦାୟିତ୍ୱ । ଆଇନମନ୍ତ୍ରୀ କଲେଜ ନିର୍ବାଚନ ବାବଦରେ ଘୋଷଣା କରୁଛନ୍ତି । ରଥଯାତ୍ରା କଥା ବୁଝିବା ଆଇନମନ୍ତ୍ରୀଙ୍କ ଦାୟିତ୍ୱ ଥିଲା । ଆଇନମନ୍ତ୍ରୀ ନବୁଝୀବା ଦ୍ୱାରା ପହଣ୍ଡି ବିଭ୍ରାଟ ହେଲା ବୋଲି କହିଲା ବିଜେଡି । କଲେଜ ନିର୍ବାଚନରେ ଠିଆ ହେଲେ ଜିତିବେ ବୋଲି ମିଛ ଆକଳନ ଥିଲା । ହେଲେ ବର୍ତ୍ତମାନ ସେମାନେ ବାସ୍ତବତା ଜାଣିଲେ । ଯଦି କଲେଜ ନିର୍ବାଚନକୁ ଯିବେ, ହାରିବା ସୁନିଶ୍ଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking