ଭୁବନେଶ୍ୱର: ବିଧାନସଭାର ପ୍ରଶ୍ନକାଳର ଆରମ୍ଭରୁ ବିଜେଡି ବିଧାୟକ ବିଧାନସଭା ଚାରିପଟେ ଗଙ୍ଗାଜଳ ଛିଞ୍ଚିଛନ୍ତି । ଏଭଳି ନ କରିବାପାଇଁ ବାଚସ୍ପତି ସୁରମା ପାଢୀ ଅନୁରେଧ କରିଛନ୍ତି । ଅଶୋଭନୀୟ କାଯ୍ୟରୁ ବିରତ ରହିବାକୁ ଅନୁରେଧ କରିଛନ୍ତି । ସୂଚନା ଥାଉ କି , ଆଜି କଂଗ୍ରେସ ବିଧାନସଭା ଘେରାଉ ହେବ ା ଏହା ସହ ନାରୀଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ପ୍ରତିବାଦ କରିବ । ଏନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।