30 C
Bhubaneswar
Monday, May 12, 2025
Homeଓଡିଶାବିଜେଡି ଶାସନ ଓଡିଶା ପାଇଁ ଥିଲା ସୁବର୍ଣ୍ଣଯୁଗ

ବିଜେଡି ଶାସନ ଓଡିଶା ପାଇଁ ଥିଲା ସୁବର୍ଣ୍ଣଯୁଗ

ଭୁବନେଶ୍ୱର: ବିଜେଡି ଶାସନ ଓଡିଶା ପାଇଁ ଥିଲା ସୁବଣ୍ଣଯୁଗ ।  ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ପୁଣି ସୁଯୋଗ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ । ଆପଣଙ୍କ  ଭଲପାଇବା ମୋତେ ଋଣୀକରି ରଖିଛି । ବିଜୁବାବୁଙ୍କ ପ୍ରତି ମୋର ଗଭୀର  ଶ୍ରଦ୍ଧାଞ୍ଜଳି ଜଣାଉଛି । ବିଜୁବାବୁଙ୍କ ଆଦର୍ଶ ସବୁବେଳେ ବାଟ ଦେଖାଉଛି । ଓଡିଶାବାସୀଙ୍କ ଆଶୀର୍ୱାଦ ଯୋଗୁଁ ସେବାର ସୁଯୋଗ ପାଇଥିଲୁ । ୨୦୦୦-୨୦୨୪ ଓଡିସା ପାଇଁ ଥିଲା ସୁବଣ୍ଣଯୁଗ । ବିଜେଡିର ଶକ୍ତିକୁ କେହି ନ୍ୟୁନ ମନେକରିବା ଠିକ ନୁହେଁ । ଆମ ଦଳର କର୍ମୀ ଆମ ପାଇଁ ଆସେଟ । ଆମ ଦଳର ନୀତି ଓ ଆଦର୍ଶ ଆମ ପାଇଁ ଶକ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking