ଭୁବନେଶ୍ୱର: ବାଚସ୍ପତିଙ୍କ ବିବୃତି ଦାବ କଲେ ବିଜେଡି ବିଧାୟକ । ଗୃହରେ ଆକ୍ରମଣ ପ୍ରସଙ୍ଗ ଉଠାଇଲେ ପ୍ରମିଳା ମଲ୍ଲିକ । କାହିଁକ ଏଭଳି ଘଟିଲା ବାଚସ୍ପତି ବିବୃତି ରଖନ୍ତୁ । ବିବୃତି ଦାବି ସହ କକ୍ଷତ୍ୟାଗ କଲେ ବିଜେଡି ବିଧାୟକ । ବିନା ବିଗୋଧୀରେ ଚାଲିଛି ବିଧାନସଭା ପ୍ରଶ୍ନକାଳ ।