26.1 C
Bhubaneswar
Tuesday, July 29, 2025
Homeଓଡିଶାବିଜେପିର ବର୍ଷ ପୂର୍ତ୍ତି ଅବସରରେ ରାଜରାସ୍ତାରେ ବିଜେଡିର ପ୍ରତିବାଦ

ବିଜେପିର ବର୍ଷ ପୂର୍ତ୍ତି ଅବସରରେ ରାଜରାସ୍ତାରେ ବିଜେଡିର ପ୍ରତିବାଦ

ଭୁବନେଶ୍ୱର: ବିଜେପିର ବର୍ଷ ପୂର୍ତ୍ତି ଅବସରରେ ସରକାର ବିକାଶର କଥା କହୁଛନ୍ତି । ଆଉ ଏହାକୁ କାଉଣ୍ଟର କରିଛି ବିଜେଡି । ବିଭିନ୍ନ ସମସ୍ୟାକୁ ନେଇ ରାଜଧାନୀ ରାଜରାସ୍ତାରେ ବିଜେଡି ପ୍ରତିବାଦ କରିଛି  । ଦରଦାମ ବୃଦ୍ଧି, ନାରୀ ନିର୍ଯାତନା ଭଳି ସମସ୍ୟାକୁ ନେଇ ଆନ୍ଦୋଳନ ଓହ୍ଲାଇଛି ବିଜେଡି । ଆନ୍ଦୋଳନ ସମୟରେ ସୁରକ୍ଷାକର୍ମୀ ଓ ବିଜେଡି ନେତା ଠେଲାପେଲା ହୋଇଛନ୍ତି । ଧାରଣାସ୍ଥଳରୁ ବିଜେଡି ନେତାଙ୍କୁ ଉଠାଇନେଇଛି ପୁଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking