22.1 C
Bhubaneswar
Tuesday, March 25, 2025
Homeଓଡିଶାକଳା ପଟି ବାନ୍ଧି ବିଜେଡିର ପ୍ରତିବାଦ

କଳା ପଟି ବାନ୍ଧି ବିଜେଡିର ପ୍ରତିବାଦ

ଭୁବନେଶ୍ୱର : ବିଜୁ ଜୟନ୍ତୀରେ  ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ବନ୍ଦ ପ୍ରସଙ୍ଗରେ  ବିଜେଡି କଳାପଟି ପିନ୍ଧି ପ୍ରତିବାଦ କରିଛି । ପଞ୍ଚାୟତିରାଜ ବିଭାଗ ଖର୍ଚ୍ଚ ଦାବି  ଆଲୋଚନା  ବେଳେ କଳାପଟି ପିନ୍ଧିଲେ । କଳା ପଟି ପିନ୍ଧି ଭାଗ ନେଲା ବିଜେଡି । ଅନ୍ୟପଟେ ଶାସକ ଦଳ ବିରୋଧରେ ବିଜେଡି ପକ୍ଷପାତିତା ଅଭିଯୋଗ ଆଣିଛି ।  ପକ୍ଷପାତିତା ଓ ଏକଛତ୍ରବାଦ ଅଭିଯୋଗ ଆଣିଲା ବିଜେଡି । ପ୍ରଶ୍ନ ଉତ୍ତର କାଳରେ ପକ୍ଷପାତିତା  ଅଭିଯୋଗ ଉଠାଇଲା ବିଜେଡି । ବିରୋଧୀଙ୍କ ପ୍ରଶ୍‌ନର ଭିଡିଓ ଦେଖାଯାଉନି କହିଛନ୍ତି ପ୍ରସନ୍ନ ଆଚାଯ୍ୟ । କେବଳ ସରକଆରୀ ଓ ମନ୍ତ୍ରୀ ମାନଙ୍କ ଭିଡିଓ ଦେଖାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking