ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ପୌର ପରିଷଦକୁ ଡବଲ ଇଞ୍ଜିନ ସରକାର ଡି ଏମ ଫାଣ୍ଡି ଅନୁଦାନ ବନ୍ଦ କରିବା ପାଇଁ ନୋଟିଫିକେସନ କରିଛନ୍ତି l ଏହାକୁ ବିରୋଧ କରି ବ୍ୟାସ ନଗର ପୌର ପରିଷଦ ବିଜେଡ଼ି ପକ୍ଷରୁ ପ୍ରତି ବାଦ କରି ସ୍ଥାନୀୟ କଳିଙ୍ଗନଗର ଏଡି ଏମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା l ତୁରନ୍ତ ଏହି ନୋଟିଫିକେସନକୁ ରଦ କରି ଡି ଏମ ଫଣ୍ଡ ଅନୁଦାନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏଡିଏମ ସପନ କୁମାର ନନ୍ଦ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ଦାବି ପତ୍ର ପଦାନ କରାଯାଇଛି l
କଳିଙ୍ଗ ନଗର ଶିଳ୍ପାଞ୍ଚଳ ର ମୁଖ୍ୟ ଦ୍ଵlର ବ୍ୟାସନଗର ସହର ଏହି ସହରର ଉପରେ ସମ୍ପୃନ ନିର୍ଭର ଶିଳ କଳିଙ୍ଗନଗର ଶିଳ୍ପ ଅଂଚଳ l ଅନ୍ୟ ପକ୍ଷ ରେ ସୁକିନ୍ଦା ଖଣି ଉପତ୍ୟକା ର କ୍ରୋମl ଇଟ ପରି ବହନ ଏହି ସହର ଦେଇ କରାଯାଇଥାଏ l ଏହି ସହର ଧୂଳି ଧୂଆଁରେ ପ୍ରଭାବିତ ହେଉଛନ୍ତି ସହର ବସି ପଦ୍ୟୁଷଣ ର ଶିଖର ହେଉଛନ୍ତି ବ୍ୟାସନଗର ସହର ବାସୀ l ତେଣୁ ଡି ଏମ ଏଫ ଫଣ୍ଡ ପାଇ ବା ପାଇଁ ହକ ଦାର ବ୍ୟାସନଗର ସହର l ଏହି ସହର ଡି ଏମ ଏଫ ଫାଣ୍ଟି କୁ ଡବଲ ଇଞ୍ଜିନ ସରକାର ବଂଚିତ କରି ଥିବାରୁ ବିଜୁ ଜନତା ଦଳ ତରଫରୁ 26ଗୋଟି ୱାର୍ଡ ର ଜନସାଧାରଣ ମାନେ ଚୋରଦା କେଟିଲ ଛକ ରୁ ବିଜେଡି ନେତା ଭବ ପ୍ରସାଦ ଦାସ ଓ ପୌର ପରିଷଦ ର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବଳଙ୍କ ନେତୃତ୍ୱରେ ଏକ ରାଲି ବାହରି କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିରୁଦ୍ଧରେ ରେ ବିଭିନ୍ନ ନାରାବାଜି କରି ଏ.ଡି.ଏମ ଅଫିସ ରେ ପହଂଚି ଥିଲେ l ବିକ୍ଷୋଭ ପଦର୍ଶନ କରିଥିଲେ ବିଜୁ ଜନତା ଦଳ ର ବୁଦ୍ଧିଜୀବୀ,ମହିଳା, ଯୁବକ ମାନେ ସାମିଲୀ ହୋଇ ଦୃଢ ପ୍ରତିବାଦ କରିଥିଲେl ଏହି କାର୍ଯ୍ୟକ୍ରମ ରେ ସମସ୍ତ ଙ୍କ ର ପ୍ରିୟ ନେତା ଭବ ପ୍ରସାଦ ଦାସ, ପୌର ଅଧକ୍ଷ ସୁବାସ ଚନ୍ଦ୍ର ବଳ, ଅମୁଲ୍ୟ କୁମାର ନାୟକ ସଭାପତି ବିଜୁ ଜନତା ପାରିଷଦମାନେ ଡବଲ ଇଞ୍ଜିନ ସରକାର କୁ ଜନ ମlରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ l









