33.1 C
Bhubaneswar
Wednesday, March 18, 2026
Homeଓଡିଶାଦେବୀ ରଞ୍ଜନ ତ୍ରିପାଠୀଙ୍କ ଘର ଆଗରେ ବିଜେଡିର ବିକ୍ଷୋଭ

ଦେବୀ ରଞ୍ଜନ ତ୍ରିପାଠୀଙ୍କ ଘର ଆଗରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ପ୍ରସଙ୍ଗ । ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ସରକାରୀ ବାସଭବନ ଆଗରେ ବିଜେଡିର ବିକ୍ଷୋଭ । ଯୁବ ଓ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ ଜାରି ରହିଛି । ରାଜ୍ୟସଭା ନିର୍ବାଚନରେ ଯେଉଁଭଳି କଂଗ୍ରେସ ଓ ବିଜେଡିର ଅନେକ ବିଧାୟକ କ୍ରସ ଭୋଟିଂ କରିଥିଲେ ଏହାରି ଭିତରେ ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଘର ଆଗରେ ବିଜେଡି ବିକ୍ଷୋଭ କରିଛି । ପୋଲିସ ଓ କର୍ମୀ ମାନଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ଉପୁଜିଥିଲା । ସରକାରୀ ବାସଭବନ ଚାରିପାଖେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking