27.1 C
Bhubaneswar
Tuesday, March 24, 2026
Homeଓଡିଶାଲୋକସେବକ ମଣ୍ଡଳର ସମ୍ପାଦକ ପଣ୍ଡିତ ନିରଞ୍ଜନ ରଥଙ୍କ ବିୟୋଗରେ ବିଜେଡିର ଶୋକ

ଲୋକସେବକ ମଣ୍ଡଳର ସମ୍ପାଦକ ପଣ୍ଡିତ ନିରଞ୍ଜନ ରଥଙ୍କ ବିୟୋଗରେ ବିଜେଡିର ଶୋକ

ଭୁବନେଶ୍ୱର: ଲୋକସେବକ ମଣ୍ଡଳର ସର୍ବ ଭାରତୀୟ ସଂପାଦକ “ସମାଜ’ ଅନୁଷ୍ଠାନର ବହୁ ଦିନ ଧରିସମ୍ପାଦକ ଓ ବିଭିନ୍ନ ପଦବୀମଣ୍ଡନ କରିଥିବା, ଆଠଗଡ଼ ସବ୍‌ଡ଼ିଭିଜନ ଓ ଓଡ଼ିଶାର ବିଭିନ୍ନ ସାଂସ୍କୃତିକ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିବା ବାଗ୍ମୀ ପଣ୍ଡିତ ନିରଞ୍ଜନ ରଥଙ୍କ ବିୟୋଗରେ ବିଜୁ ଜନତା ଦଳର ବରିଷ୍ଠ ଉପ ସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ୱର୍ଗତ ରଥଙ୍କ ବିୟୋଗରେ ଶ୍ରୀ ମିଶ୍ର ଗଭୀର ଶୋକ ପ୍ରକାଶ କରିବା ସହିତ ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଓ ଆତ୍ମୀୟ ସ୍ୱଜ୍ଜନ ମାନଙ୍କୁ ସହ୍ୟ କରିବାକୁ ପ୍ରଭୁଶକ୍ତି ଦିଅନ୍ତୁ, ଈଶ୍ୱରଙ୍କ ନିକଟରେ ଏତିକି ପ୍ରାର୍ଥନା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking