20.1 C
Bhubaneswar
Saturday, February 21, 2026
Homeଓଡିଶାଚାଷୀଙ୍କ ସମସ୍ୟା ସମାଧାନ ପାଇଁ ୩ ଦାବି ରଖିଲା ବିଜେଡି

ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ୩ ଦାବି ରଖିଲା ବିଜେଡି

ଭୁବନେଶ୍ୱର: ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ୩ଟି ଦାବି ରଖିଲା ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ବିବୃତି ସହ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । କୃଷି ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଉପରେ କ୍ଷମା ପ୍ରାର୍ଥନା ଦାବି ରଖିଛି ବିଜେଡି । ଚାଷୀଙ୍କୁ ନ୍ୟାୟ ନମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ କହିଲେ ଧ୍ରୁବ ସାହୁ । ଏପଟେ ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ । ଚଲାଇ ଦେଉନାହାନ୍ତି ଗୃହ । ବାରମ୍ବାର ଗୃହ ମୁଲତବୀ ପରେ ମୁଲତବୀ କରୁଛନ୍ତି ବାଚସ୍ପତି ସୁରମା ପାଢୀ । ଚାଷୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଏଥିସହ ପ୍ଲାକାର୍ଡ ଧରି ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking