26.1 C
Bhubaneswar
Wednesday, March 25, 2026
Homeଓଡିଶାବିଜେଡି ପ୍ରତିଷ୍ଠା ଦିବସରେ ଶଙ୍ଖ ଭବନରେ ହାତାହାତି

ବିଜେଡି ପ୍ରତିଷ୍ଠା ଦିବସରେ ଶଙ୍ଖ ଭବନରେ ହାତାହାତି

ଭୁବନେଶ୍ୱର : ବିଜେଡି ପ୍ରତିଷ୍ଠା ଦିବସରେ  ବିଜେଡି ନେତ୍ରୀ ହାତାହାତି ହୋଇଛନ୍ତି । ଶଙ୍ଖ ଭବନରେ ହାତାହାତି ହେଲେ ନେତା । ବିଜେଡି ମୁଖପାତ୍ର ଇପସିତା ସାହୁଙ୍କୁ ଚାପୁଡା ମରାଯାଇଛି । ବିଜେଡି ପ୍ରତିଷ୍ଠା ଦିବସରେ ଅନେକ କାଯ୍ୟକ୍ରମ ରହିଥିଲା । ତେବେ ଏହି ପରିପ୍ରେକ୍ଷୀ ରେ କାହିଁକି ଏପରି ପରିସ୍ଥିତି ଉପୁଜିଲା ଏଯାବତ କାରଣ ଅସ୍ପଷ୍ଟ ରହିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking