30.1 C
Bhubaneswar
Sunday, February 8, 2026
Homeଓଡିଶାବିଜେଡି ନେତାଙ୍କ ଦ୍ୱିମତ ପ୍ରସଙ୍ଗ: ଅରୁଣ ମାରିଲେ ତୀର

ବିଜେଡି ନେତାଙ୍କ ଦ୍ୱିମତ ପ୍ରସଙ୍ଗ: ଅରୁଣ ମାରିଲେ ତୀର

ଭୁବନେଶ୍ୱର: ବିଜେଡି ନେତାଙ୍କ ଦ୍ୱିମତ ପ୍ରସଙ୍ଗରେ ଅରୁଣ ସାହୁ ଜବାବ ଦେଇଛନ୍ତି । କହିଛନ୍ତି , ବର୍ତ୍ତମାନ ଦଳ ଭିତରେ ସଂସ୍କାର  ଆଣିବା ଦରକାର । ବିଜେପି ବିରୋଧରେ  ରଣହୁଙ୍କାର ଦେବା ଆବଶ୍ୟକ । ରାସ୍ତାରେ ଗଲାବେଳେ ଭୁଲ ହୁଏ , ତାକୁ ସୁଧାରିବା ଆବଶ୍ୟକ । ନବୀନ ଆମର ଏକମାତ୍ର ନେତା , ତାଙ୍କ ନେତୃତ୍ୱରେ ଦଳ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking