27.1 C
Bhubaneswar
Wednesday, March 25, 2026
Homeଓଡିଶାରାଜଭବନରେ ବିଜେଡି ନେତା

ରାଜଭବନରେ ବିଜେଡି ନେତା

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା,  ବିଧାୟକ,  ସାଂସଦ ଓ  ବିଭିନ୍ନ ଛାମୁଆ ସଂଗଠନର  ନେତା  ରଥଯାତ୍ରା ଠାରୁ ଆରମ୍ଭ କରି  ଆଇନ ଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ସହିତ ଆଲୋଚନା କରିବାକୁ ରାଜଭବନରେ ପହଞ୍ଚିଛନ୍ତି।  ସେମାନଙ୍କ ମଧ୍ୟରେ ବିଜେଡି ଉପସଭାପତି ଦେବୀ ମିଶ୍ରଙ୍କ ନେତୃତ୍ୱରେ ବିଧାୟକ ଅରୁଣ ସାହୁ, ବିଜେଡି ନେତା ଚନ୍ଦ୍ର ଶେଖର ସାହୁ,ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ,ପ୍ରୀତି ରଞ୍ଜନ ଘଡେ଼ଇ, ସଞ୍ଜୟ ଦାସବର୍ମା,ବିଧାୟକ ଦିବ୍ୟଶଙ୍କର ମିଶ୍ର, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକଙ୍କ ସମେତ ବହୁ ବିଧାୟକ ଓ ପୂର୍ବତନ ବିଧାୟକ ସାଂସଦ ଉପସ୍ଥିତ ରହିଛନ୍ତି।।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking