ଭୁବନେଶ୍ୱର: ସାର ପ୍ରତିବାଦରେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଟାର୍ଗେଟ କରିଛନ୍ତି । ଚାଷୀଙ୍କ ସମସ୍ୟା ବୁଝିବାକୁ ହେଲେ ତାଙ୍କ ପାଖକୁ ଯିବାକୁ ପଡିବ । ସେମାନେ ଚାଷୀଙ୍କ ପାଖକୁ ଗଲେ ଚାଷୀ ଗୋଡାଇବେ । ଚାଷୀ ଜାଣିଛନ୍ତି । ଆଜିର ଅବସ୍ଥା ପାଇଁ ବିଜେଡି ଦାୟୀ । ୨୪ ବର୍ଷରେ ଚାଷୀଙ୍କ ପାଇଁ ବିଜେଡି କଣ କରିଛି , ଆଗ କହୁ ବୋଲି ପ୍ରଶ୍ନ ପଚାରିଛନ୍ତି ।









