34.1 C
Bhubaneswar
Sunday, April 13, 2025
Homeଓଡିଶାବିଜେଡି ଏବେ ଅସ୍ତଗାମୀ ସୂର୍ଯ୍ୟ: ବିଜେପି

ବିଜେଡି ଏବେ ଅସ୍ତଗାମୀ ସୂର୍ଯ୍ୟ: ବିଜେପି

ଭୁବନେଶ୍ୱର: ବିଜେଡି ଏବେ ଅସ୍ତଗାମୀ ସୂର୍ଯ୍ୟ କହିଲେ ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ। ଯେଉଁ ଦଳ ଅସ୍ତଗାମୀ, ସେ ଦଳର ଭବିଷ୍ୟତ କିଛି ନାହିଁ । ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଏବେ ଦିଶାହୀନ । ବିରୋଧୀ ଦଳ ନେତା ଗୃହକୁ କେତେ ଥର ଆସିଲେ ବେଲି ପ୍ରଶ୍ନ କଲେ ବିଜେପି ମୁଖପାତ୍ର । ଦଳରେ କଣ ଚାଲୁଛି ସମସ୍ତେ ଜାଣନ୍ତି, ବିପର୍ଯ୍ୟୟ ଆରମ୍ଭ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking