21.1 C
Bhubaneswar
Wednesday, February 11, 2026
Homeଓଡିଶାବିଜେଡି ଫାଳଫାଳ ନୁହେଁ , ପୂରା ଡୁବିଲାଣି: ମନ୍ତ୍ରୀ

ବିଜେଡି ଫାଳଫାଳ ନୁହେଁ , ପୂରା ଡୁବିଲାଣି: ମନ୍ତ୍ରୀ

ଭୁବନେଶ୍ୱର: ବିଜେଡି ଫାଳଫାଳ ନୁହେଁ , ପୂରା ଡୁବିଲାଣି । ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ  ବୟାନ ରଖିଛନ୍ତି । କହିଛନ୍ତି , ସେମାନେ ଅତି ହେଲେ ଧ୍ୱଂସ ହେଲେ । ବିଶୃଙ୍ଖଳିତ ଭାବେ ଅଛନ୍ତି , କୌଣସି ଗଣତନ୍ତ୍ର ନାହିଁ । ଏବେ ଯାହା କରୁଛନ୍ତି ଆଗରୁ ତର୍ଜମା କରିବାର ଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking