18.1 C
Bhubaneswar
Tuesday, December 9, 2025
Homeଓଡିଶାଅପରାଧକୁ ଉସୁକାଉଛି ବିଜେଡି: ସୁରେଶ ପୂଜାରୀ

ଅପରାଧକୁ ଉସୁକାଉଛି ବିଜେଡି: ସୁରେଶ ପୂଜାରୀ

ଭୁବନେଶ୍ୱର: ବିଜେଡିର ଅଭିଯୋଗକୁ  ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ  ଖଣ୍ଡନ କରିଛନ୍ତି । ସତ୍ୟର ଅପଳାପ, ଅପରାଧକୁ ଉସୁକାଉଛି ବିଜେଡି । ଯଦି ପ୍ରମାଣ ନଥିବ  ତାହାଲେ କୋର୍ଟରେ ବେଲ ସଙ୍ଗେ ସଙ୍ଗେ ମିଳିଯିବ । ହତ୍ୟା ପାଇଁ ବାହାରୁ ପେଷାଦର ଅପରାଧୀଙ୍କୁ ଡକାଯିବା ଜାଣି ମୁଁ ଚକିତ । ଉଦ୍ଦେଶ୍ୟ ଥିଲେ ପରଦିନ  ଗିରଫ କରିଥାନ୍ତୁ, ତାହେଲେ ଏତେ ଦିନ କାହିଁକି, ତେଣୁ  ମୁଁ  କହୁଛି, ବିଜେଡି ଓଡିଶା ପାଇଁ ଅନ୍ୟାୟ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking