15.1 C
Bhubaneswar
Monday, February 9, 2026
Homeଓଡିଶାଗୁଜବ ସୃଷ୍ଟି କରୁଛି ବିଜେଡି: ମନ୍ତ୍ରୀ

ଗୁଜବ ସୃଷ୍ଟି କରୁଛି ବିଜେଡି: ମନ୍ତ୍ରୀ

ଭୁବନେଶ୍ୱର: ବିରୋଧୀ ଦଳ ବିଜେଡିକୁ କଟାକ୍ଷ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରୀଜ ହରିଚନ୍ଦନ । କହିଲେ ବିରୋଧୀ ଆସନରେ ବସି ବିଜେଡି ଗୁଜବ କରୁଛି । ଅଦିନିଆ ରଥଯାତ୍ରା ଉପରେ ସରକାର ନଜର ରଖିଛନ୍ତି । ବିଜେଡି ଅମଳରେ ନୂଆପଡାରେ ଅଦିନିଆ ରଥଯାତ୍ରା ହୋଇଥିଲା । ଆଲୋଚନା ମାଧ୍ୟମରେ ଆମେ ଏହା ବନ୍ଦ କରିଥିଲୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking