35.1 C
Bhubaneswar
Monday, March 23, 2026
Homeଓଡିଶାବିଭ୍ରାନ୍ତି ସୃଷ୍ଟି କରୁଛି ବିଜେଡି: ବିଜେପି

ବିଭ୍ରାନ୍ତି ସୃଷ୍ଟି କରୁଛି ବିଜେଡି: ବିଜେପି

ଭୁବନେଶ୍ୱର: ଉପକୂଳ ରାଜପଥକୁ ନେଇ ବିଜେଡିର ବୟାନ  ।  ବିଜେଡିର ଅଭିଯୋଗ ପରେ  ବିଜେପି ମତ ରଖିଛି । କହିଛି,  ବିଜେଡିର ଅଭିଯୋଗ ହାସ୍ୟାସ୍ପଦ ।  ଉପକୂଳ ରାଜପଥର ଟେଣ୍ଡର ବାତିଲ ହୋଇନାହିଁ ।  ମିଛ କହି ବିଜେଡି ବିଭ୍ରାନ୍ତି ସୃଷ୍ଟି କରୁଛି । ଅନ୍ୟପଟେ ୪ ଦିନ ତଳେ ଉପକୂଳ ରାଜପଥର ଟେଣ୍ଡର ବାତିଲ ହୋଇଯାଇଛି । ପ୍ରେସମିଟ କରି ଅଭିଯୋଗ ଆଣିଲା ବିଜେଡି ।  ଚାରି ଲେନ ବଦଳରେ ଦୁଇ ଲେନ ଯୋଜନା ଥିବା ଅଭିଯୋଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking